ଜୁଲାଇ ପର୍ଯ୍ୟନ୍ତ ଖାଲି ରହିବ ତାଳଦଣ୍ତା କେନାଲ: ସୌନ୍ଦର୍ଯ୍ୟ ହରାଉଛି ସିନ୍ଥେଟିକ୍‌ ୱାଲ୍‌

କଟକ: ତାଳଦଣ୍ତା କେନାଲ ଜୁଲାଇ ପର୍ଯ୍ୟନ୍ତ ଖାଲି ରହିବ। ରାଣୀହାଟଠୁ ମାତୃଭବନ ପର୍ଯ୍ୟନ୍ତ କେନାଲର ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଜଳସେଚନ ବିଭାଗ ପକ୍ଷରୁ ମହାନଦୀରୁ ପାଣି ଛଡ଼ାଯାଉନାହିଁ। ବର୍ତ୍ତମାନ ଯୋବ୍ରାଠୁ ରାଣୀହାଟ ପର୍ଯ୍ୟନ୍ତ କେନାଲର ଉଭୟ ପାର୍ଶ୍ବରେ ସିନ୍ଥେଟିକ୍‌ ୱାଲ୍‌ ବିଛା ସରିଥିଲା ବେଳେ ୨୦୨୨ ଜୁଲାଇ ସୁଦ୍ଧା ମାତୃଭବନ ପର୍ଯ୍ୟନ୍ତ କାମ ଶେଷ କରିବାକୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ଟେଣ୍ତର ଆହ୍ବାନ … Continue reading ଜୁଲାଇ ପର୍ଯ୍ୟନ୍ତ ଖାଲି ରହିବ ତାଳଦଣ୍ତା କେନାଲ: ସୌନ୍ଦର୍ଯ୍ୟ ହରାଉଛି ସିନ୍ଥେଟିକ୍‌ ୱାଲ୍‌